Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ର ବିଭିନ୍ନ ଦୁର୍ଗା ମଣ୍ଡପ ରେ ଆଜି ଷଷ୍ଟି ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଅଛି

Phulabani Town, Kandhamal | Sep 28, 2025
କନ୍ଧମାଳ ର ବିଭିନ୍ନ ଦୁର୍ଗା ମଣ୍ଡପ ରେ ଆଜି ଷଷ୍ଟି ପୂଜା ଉପଲକ୍ଷେ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଅଛି. ଫୁଲବାଣୀ, ଜି ଉଦୟଗିରି, ଟିକାବାଲି, ରାଇକିଆ ଆଦି ବିଭିନ୍ନ ସ୍ଥାନରେ ଆଜି ପୂଜା ମଣ୍ଡପ ରେ ପୂଜାର୍ଚନା ଆରମ୍ଭ ହୋଇଅଛି. ଜି ଉଦୟଗିରି ରେ ଜିଲ୍ଲାର ପ୍ରଥମ କରି ରୁପାର କିରଟି ଓ ବହୁ ଅଳଂକାର ଲଗାଯାଇଅଛି. ଏଣୁ ମଣ୍ଡପ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଅଛି.
Read More News
T & CPrivacy PolicyContact Us