This browser does not support the video element.
ବଲାଙ୍ଗୀର: ଜିଲ୍ଲାକୁ ୟେଲୋ ୱାର୍ଣିଂ ବଜ୍ରପାତ ସହିତ ବର୍ଷା ସମ୍ଭାବନା
Balangir, Balangir | Sep 2, 2025
ବଲାଙ୍ଗୀର ଜିଲ୍ଲା କୁ ୟେଲୋ ୱାର୍ଣିଂ ବଜ୍ରପାତ ସହିତ ବର୍ଷା ସମ୍ଭାବନା ବଲାଙ୍ଗୀର ସହିତ ରାଜ୍ୟର ଅନେକ ଜିଲ୍ଲାରେ ପାଣିପାଗ ବିଭାଗ ଯେଲୋ ୱାର୍ଣିଂ ଜାରି କରିଛି। ଆଜି ଓ କାଲି ପର୍ଯ୍ୟନ୍ତ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଓ 30-40 କିମି ପ୍ରତିଘଣ୍ଟା ବେଗରେ ବବନ ପହଁଚିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଓ ଖୋଲା ଜାଗାରେ ରହିବାରୁ ବର୍ଜନ କରିବାକୁ ଆଜି ଅପରାହ୍ନ 2ଟା ସମୟ ରେ ପରାମର୍ଶ ଦେଇଛି।