This browser does not support the video element.
ବୌଦ୍ଧ ସଦର: ମଦ ଚାଲାଣ ଅଭିଯୋଗରେ ଉଆଁଳ ଗ୍ରାମରୁ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ
Baudh Sadar, Boudh (Bauda) | Apr 5, 2024
ଆଜି ଅପରାହ୍ନରେ ମଦ ଚାଲାଣ ଅଭିଯୋଗରେ ଉଆଁଳ ଗ୍ରାମରୁ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ସୂଚନା ଅନୁସାରେ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ଉଆଁଳ ଗ୍ରାମରେ ଆଜି ଚଢ଼ାଉ କରାଯାଇ ଗ୍ରାମରୁ ବେଆଇନ ଭାବେ ବିଦେଶୀ ମଦ ଚାଲାଣ ଅଭିଯୋଗରେ ବେଣୁଧର ମହାଳିକକୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତ ବେଣୁଧରଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।