This browser does not support the video element.
କେଗାଁଓ: ଜୁନାଗଡ଼ ସଂସ୍କୃତି ଭବନ ଠାରେ ଭାରତୀୟ ଜନତା ପାର୍ଟି ର କଳାହାଣ୍ଡି ଜିଲ୍ଲା ସ୍ଥରୀୟ କର୍ମଶାଳା ଓ ପ୍ରସ୍ତୁତି ବୈଠକ
Kegaon, Kalahandi | Sep 6, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି, ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ପର୍ଯ୍ୟନ୍ତ "ସେବା ପକ୍ଷ ପାଳନ କରି ବାର କାର୍ଯ୍ୟକ୍ରମ ଥିବାବେଳେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଆଜି 6ତାରିଖ ଶନିବାର ମଧ୍ୟହ୍ନ 1 ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଜୁନାଗଡ଼ ସଂସ୍କୃତି ଭବନ ଠାରେ ଭାରତୀୟ ଜନତା ପାର୍ଟି ର କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରିୟ ପ୍ରସ୍ତୁତିକର୍ମଶାଳାରେ ରାଜ୍ୟ ସମ୍ପାଦକ ରମେଶ ସାହୁ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ l