This browser does not support the video element.
ଧାମନଗର: କୁଆଁସସ୍ଥିତ ବିଧାୟକଙ୍କ ବାସଭବନରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
Dhamanagar, Bhadrak | Apr 16, 2024
ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ କୁଆଁସସ୍ଥିତ ବାସଭବନରେ ମଙ୍ଗଳବାର ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଧାନି ପଞ୍ଚାୟତର ବହୁ କର୍ମୀ ଅନ୍ଯ ଦଳ ପରିତ୍ଯାଗ କରି ବିଜେପିରେ ସାମିଲ ହୋଇଥିବା ଜଣାପଡିଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ଓବିସି ସେଲର ସଂଯୋଜକ ଅଶୋକ ପୁହାଣ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।