Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ରେଳ ଷ୍ଟେସନରୁ ବିଶ୍ବ ହିନ୍ଦୁ ପରିଷଦର ୬୦ତମ ସ୍ଥାପନା ଦିବସ ପରିପ୍ରେକ୍ଷୀରେ ବିଶାଳ ଶୋଭାଯାତ୍ରା

Raurkela M, Sundargarh | Sep 1, 2024
ରାଉରକେଲା ରେଳ ଷ୍ଟେସନରୁ ବିଶ୍ବ ହିନ୍ଦୁ ପରିଷଦର ୬୦ତମ ସ୍ଥାପନା ଦିବସ ପରିପ୍ରେକ୍ଷୀରେ ବିଶାଳ ଶୋଭାଯାତ୍ରା ବିଶ୍ବ ହିନ୍ଦୁ ପରିଷଦର ୬୦ତମ ସ୍ଥାପନା ଦିବସ ପରିପ୍ରେକ୍ଷୀରେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ମିଳିତ ଭାବେ ରାଉଲକେଲାରେ "ହିନ୍ଦୁ ଏକତା ଜନ ଜାଗରଣ" ଶୋଭାଯାତ୍ରା ରବିବାର ଦିନ ପ୍ରାୟ ୧୧ଟା ସମୟରେ ବାହାରିଥିଲା। ଏହି ଶୋଭାଯାତ୍ରା ରେଳ ଷ୍ଟେସନ ନିକଟ ସଙ୍କଟ ମୋଚନ ମନ୍ଦିରରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ, ଉଦିତନଗର ଅମ୍ବେଦକର ଛକ ହୋଇ ଶେଷରେ ମାହେଶ୍ୱରୀ ଭବନରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ହିନ୍ଦୁ ପାରମ୍ପାରିକ ନିତିରେ ଭଗବାନଙ୍କର
Read More News
T & CPrivacy PolicyContact Us