This browser does not support the video element.
କଟକ ପୌରାଞ୍ଚଳ: ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ୟରତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କଠାରୁ ମଙ୍ଗଳବାର ଦାବିପତ୍ର ଗ୍ରହଣ କଲେ ବିଧୟକ
Cuttack M Corp PS, Cuttack | Aug 26, 2025
ସାଲେପୁର ସ୍ଥିତ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ୟରତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନେ 2008 ଠାରୁ 2018 ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରୁ ପାଇବାକୁ ଥିବା ଅନୁଦାନ ଦାବିରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ। ସେମାନଙ୍କ ନିକଟକୁ ଯାଇ ଆନ୍ଦୋଳନରେ ସହଭାଗୀ ହେବା ସହିତ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ବିଧାୟକ ପ୍ରଶାନ୍ତ ବେହେରା ମଙ୍ଗଳବାର ଦିନ ୩ଟାରେ ଏକ ଦାବିପତ୍ର ଗ୍ରହଣ କରିଥିଲେ ।