This browser does not support the video element.
ସୋନପୁର: ସୋନପୁର ରେ,ଜେ. ଆର. ସି. ବ୍ଲକ ସଂଯୋଜକଙ୍କ ୩ ଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Sonapur, Subarnapur (Sonepur) | Sep 4, 2025
ସୂଚନା ଅନୁସାରେ ଆଜି ଅପରାହ୍ନ 5.30 ମିନିଟ ପର୍ଯ୍ୟନ୍ତ ସୋନପୁର ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରାଙ୍ଗଣରେ ପଶ୍ଚିମ ଓଡିଶାର 8 ଗୋଟି ଜିଲ୍ଲାର ସମସ୍ତ ୭୮ ଟି ବ୍ଳକର ସଂଯୋଜକ ମାନଙ୍କ 3 ଦିନିଆ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ରେଡ଼କ୍ରସ ସମ୍ପାଦକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବି୍ରାର୍ଥୀମାନେ ନିଜସ୍ୱ