Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳଙ୍କୁ ଗୋବିନ୍ଦପାଲି ସର୍କିଟ ହାଉସ ରେ ଦବୀୟ ଅଵିଵଜ୍ଵ

Malkangiri, Malkangiri | Sep 10, 2025
ମାଲକାନଗିରି ଜିଲ୍ଲାଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ ମହାମହି ରାଜ୍ୟପାଳ ଙ୍କ ନିକଟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ହେଉଥିବା ବିଳମ୍ବ, ଜନସମସ୍ୟା ଓ ଅନସମାଧାନିତ ପ୍ରଶ୍ନଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ଚିଠି ଉପସ୍ଥାପନ କରିଛନ୍ତି । ବିଧାୟକ ମହୋଦୟ କହିଛନ୍ତି, ପୁନଃପୁନି ପ୍ରତିନିଧିତ୍ୱ ଓ ମୁଖ୍ୟ ସମ୍ବାଦପତ୍ର/ମାଧ୍ୟମରେ ପ୍ରଚାର ପରେ ସୁଦ୍ଧା ନିମ୍ନଲିଖିତ ସମସ୍ୟାଗୁଡ଼ିକର ସମାଧାନ ହୋଇନାହ । ରେଳ ନେଟୱର୍କ ଓ ବିମାନବନ୍ଦର କାର୍ଯ୍ୟରେ ବିଳମ୍ବ, ସରକାରୀ ମେଡିକାଲ୍ କଲେଜ୍‌ର ଆବଶ୍ୟକତା, ଡାକ୍ତରୀ କର୍ମଚାରୀ ଭଳି ବିଭିନ୍ନ ଦାବି ଉପସ୍ଥାପନ କରିଥିଲ
Read More News
T & CPrivacy PolicyContact Us