Download Now Banner

This browser does not support the video element.

ଢେଙ୍କାନାଳ ସଦର: ପାଞ୍ଚକାହାଣୀଆ ରାସ୍ତା ନିକଟ ଜାତୀୟ ରାଜପଥରେ କାରକୁ ପିଟିଲା ଘରୋଇ ସ୍କୁଲ ବସ

Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ଟାଉନ ଥାନା ପାଞ୍ଚକାହାଣୀଆ ରାସ୍ତା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଶନିବାର ସକାଳ ୮ଟା ସମୟରେ ଏକ କାରକୁ ଏକ ଘରୋଇ ସ୍କୁଲ ବସ ଦୁର୍ଘଟଣା ଘଟାଇଥିଲା । ସୂଚନା ମୁତାବକ ଉତ୍ତରପ୍ରଦେଶ ଅଞ୍ଚଳର ୪ଜଣ ବ୍ୟକ୍ତି ପୁରୀରେ ପ୍ରଭୁଙ୍କ ଦର୍ଶନ କରି ଫେରୁଥିବା ବେଳେ ଏକ ଘରୋଇ ସ୍କୁଲ ବସ ଦୃତ ଗତିରେ ଆସି କାରର ସାଇଜରେ ପିଟିବାରୁ କାରଟି ଭାଙ୍ଗିଯାଇଛି। ହେଲେ ସେଥିରେ ଥିବା ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଙ୍ଗ ପୋଲିସ ପହଞ୍ଚି ତଦନ୍ତ କରିଛି ।
Read More News
T & CPrivacy PolicyContact Us