This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବ ପୁର ନାୟକାଣୀଡିହ ଏକ ଗୋଚାଲାଣ ଗାଡ଼ି ଜବତ କରିଛି
Bhadrak Rural, Bhadrak | Sep 11, 2025
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାଇକାଣିଡିହ ପୋଲିସ ପ୍ରଶାସନ ପକ୍ଷରୁ ଗୋଟେ ଟଭେରା ଗୋଚାଲାଣ ଗାଡ଼ି ଧରିଛନ୍ତି।ନାଇକାଣିଡିହ ଆଇଆଇସି ଙ୍କ ନେତୃତ୍ବରେ ଏକ ଟିମ୍ ଛାପାମାରିବା ସମୟରେ ଗାଡ଼ି ଧରିବାରେ ସଫଳ ହୋଇଥିଲେ। ଗାଡ଼ି ଟିକୁ ଧରି ଥାନା କୁ ଆଣିଥିବା ସୂଚନା ମିଳିଛି। ଆଜି ସକାଳ ୮ ଘଟିକା ସମୟରେ ଥାନାକୁ ଆଣିଥିବା ସୂଚନା ମିଳିଛି।