Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ୧୯ ନମ୍ବର ଓ୍ବାର୍ଡ ଖଲାସି ସାହିରେ ଗଣେଷ ପୂଜା ଅବସରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ, ଯୋଗଦେଲେ ବ୍ରହ୍ମପୁର ବିଧାୟକ
Chhatrapur, Ganjam | Aug 28, 2025
ବ୍ରହ୍ମପୁର ୧୯ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଖଲାସି ସାହି ଠାରେ ଗଜାନନଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଛି। ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଯୋଗ ଦେଇ ସ୍ଥାନୀୟ ପୂଜା କମିଟି ପକ୍ଷରୁ ଆୟୋଜିତ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!