Download Now Banner

This browser does not support the video element.

ଜୟପୁର: ସଦର ଥାନାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଠିକା କର୍ମଚାରୀଙ୍କ ବିକ୍ଷୋଭ, ବିକ୍ଷୋଭ କରି କଣ କହୁଛନ୍ତି ଶୁଣନ୍ତୁ

Jeypore, Koraput | Sep 12, 2025
ଜୟପୁର: ସଦର ଥାନାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଠିକା କର୍ମଚାରୀଙ୍କ ଆଜି ଦିନ 11ଟାରେ ବିକ୍ଷୋଭ । ତିନି ମାସ ହେବ ଠିକା ସଂସ୍ଥା L & K ଦରମା ଦେଇନଥିବାରୁ ଥାନାର ଦ୍ୱାରସ୍ଥ ହେଲେ କର୍ମଚାରୀ । ଏନେଇ ବିକ୍ଷୋଭ କରି କଣ କହୁଛନ୍ତି ଶୁଣନ୍ତୁ l
Read More News
T & CPrivacy PolicyContact Us