Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ଆରଏସପି ଦ୍ବାରା ୦.୧୮ ନିୟୁତ ଟନ ମାଇକ୍ରୋପେଲେଟ୍ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଚୁକ୍ତିନାମା ସ୍ବାକ୍ଷରିତ

Raurkela M, Sundargarh | Aug 30, 2024
ଆରଏସପି ଦ୍ବାରା ୦.୧୮ ନିୟୁତ ଟନ ମାଇକ୍ରୋପେଲେଟ୍ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଚୁକ୍ତିନାମା ସ୍ବାକ୍ଷରିତ ପରିବେଶ ସ୍ଥାୟିତ୍ବରେ ବୃଦ୍ଧି ଏବଂ ସମ୍ବଳ ବ୍ୟବହାରକୁ ସର୍ବଶ୍ରେଷ୍ଠ ଗଢିବା ଉଦ୍ୟମରେ ସେଲ, ରାଉରକେଲା ଇସ୍ପାତ କାରଖାନା (ଆର ଏସ ପି) ବାର୍ଷିକ ୦.୧୮ ମିଲିୟନ୍ ଟନ୍ (ଏମଟିପିଏ ) ବିଶିଷ୍ଟ ମାଇକ୍ରୋ ପେଲେଟ କାରଖାନା ସ୍ଥାପନ ପାଇଁ ମେସର୍ଷ ଶ୍ରୀ ଜଗନ୍ନାଥ ଷ୍ଟିଲ୍ସ ଆଣ୍ଡ ପାୱାର ଲିମିଟେଡ୍ ସହିତ କନଷ୍ଟ୍ରକସନ୍, ଅପରେଟ୍ ଏବଂ ମେଣ୍ଟେନ (COM) ଆଧାରରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏପରି ଅଭିନବ ପ୍ରକଳ୍ପ ହେଉଛି ସେଲରେ ପ୍ରଥମ ଏବଂ ଏହା ବର୍ଜ୍ୟବସ୍ତୁକୁ ଉଚ୍ଚ
Read More News
T & CPrivacy PolicyContact Us