Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ରେ ରାଜ୍ୟ ଶୋକଦ୍ବିପ ଦୈବିଜ୍ଞ ବ୍ରାହ୍ମଣ ମହାସଂଘ ର ସମ୍ମିଳନୀ ଅନୁଷ୍ଠିତ

Bhadrak Rural, Bhadrak | Aug 24, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅମ୍ବିକା ହୋଟେଲ ପରିସରରେ ଶୋକଦ୍ବିପ ଦୈବିଜ୍ଞ ବ୍ରାହ୍ମଣ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଶୋକଦ୍ବିପ ଦୈବିଜ୍ଞ ବ୍ରାହ୍ମଣ ମହାସଂଘ ଜିଲ୍ଲା ସଭାପତି ସୁଦାମ କୁମାର ପଣ୍ଡିତ ଯୋଗଦେଇ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ। ମହାସଂଘ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଆଇ କାର୍ଡ ବଣ୍ଟନ କରାଯାଇଥିଲା। ଆଜି ଦିନ ୪ ଘଟିକା ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us