Download Now Banner

This browser does not support the video element.

ଝାରସୁଗୁଡା: ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଝାରସୁଗୁଡା ଜିଲ୍ଲା ତାଳପଟିଆ ଗସ୍ତ କଲେ ବରଗଡ଼ ସାଂସଦ ଓ ଝାରସୁଗୁଡା ବିଧାୟକ

Jharsuguda, Jharsuguda | Sep 29, 2025
ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମହିଷାମର୍ଦ୍ଧିନି ଦଶଭୁଜା ଦୁର୍ଗାଙ୍କର ମହାସପ୍ତମୀ ପୂଜା। ତେବେ ଆଜି ସକାଳ ସାଢେ ଏଗାରଟା ସମୟରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ର ମହାସପ୍ତମୀ ଅବସରରେ ଝାରସୁଗୁଡା ଜିଲ୍ଲା ତାଳପଟିଆ ଗସ୍ତ କରି ମାଙ୍କ ଦର୍ଶନ ସହ ପୂଜା କମିଟି ସହିତ ଆଲୋଚନା କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତାଳ୍ପଟିଆ ଠାରେ ଆୟୋଜିତ ଦୁର୍ଗାପୂଜାରେ ଯୋଗଦେଇ ବରଗଡ଼ ସାଂସଦ ଓ ଝାରସୁଗୁଡା ବିଧାୟକ ମାଁଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ଏହା ସହିତ ପୂଜା କମିଟି ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ
Read More News
T & CPrivacy PolicyContact Us