This browser does not support the video element.
ବୌଦ୍ଧ ସଦର: ଧଲପୁର ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକସଙ୍ଘର ଶତବର୍ଷ ପୂର୍ତ୍ତିର ବିଜୟଦଶମୀ ଉତ୍ସବ
Baudh Sadar, Boudh (Bauda) | Oct 8, 2025
ଆଜି ଅପରାହ୍ନ ପଖାପାଖି ୪ଟା ସମୟରେ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହରଭଙ୍ଗା ଖଣ୍ଡର ତିଲେଶ୍ଵର ମଣ୍ଡଳ ଦ୍ୱରା ଧଳପୁର ସ୍ୱରସ୍ୱତୀ ବିଦ୍ୟାମନ୍ଦିର ମଣ୍ଡପ ଠାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରଥମେ ସଙ୍ଘଚଳଙ୍କ ଦ୍ୱାରା ଧ୍ୱଜା ପୂଜନ କରାଯାଇଥିଲା l ସଂଘ ଶତାବ୍ଦୀ ବର୍ଷ ପଦାର୍ପଣରେ ସହଭାଗିତାରେ ସେହି ବିପ୍ଲବୀ ମାନଙ୍କ ସ୍ମୃତି ଚlରଣ କରିବାସହ ଚଳିତ ଶତାବ୍ଦୀ ବର୍ଷରେ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ l