Download Now Banner

This browser does not support the video element.

ଧର୍ମଶାଳା: ତଳଗଡ଼ ଗ୍ରାମରେ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଶ୍ବଶୁର ଘର ତଳଗଡ଼ ଗ୍ରାମରେ ଭିଜିଲାନ୍ସ ଚଢ଼ାଉ

Dharmasala, Jajpur | Nov 27, 2024
କେଉଁଝର ଜିଲ୍ଲା ଖଣି ଉପନିର୍ଦ୍ଦେଶକ ପଦ୍ମନାଭ ହୋତାଙ୍କ ଘରେ ଚଢ଼ାଉ ପରେ ଆଜି ତାଙ୍କ ଶ୍ବଶୁର ଘର ଧର୍ମଶାଳା ବ୍ଲକ ବଳରାମପୁର ତଳଗଡ଼ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀ ସୁଲୋଚନା ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us