Download Now Banner

This browser does not support the video element.

ସୋନପୁର: ରାମଜୀ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଖୋଳିଦେଲେ ବ୍ୟକ୍ତି, ଥାନାର ଦ୍ୱାରସ୍ଥ ହେଲେ ପଡାବାସୀ

Sonapur, Subarnapur (Sonepur) | Aug 25, 2025
ମୁଖ୍ୟ ରାସ୍ତାକୁ ଖୋଳିଦେଲେ ବ୍ୟକ୍ତି ଯାତାୟତରେ ଅସୁବିଧା ଭୋଗିଲେ ଲୋକେ । ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ପଡାର ଲୋକେ । ସୋନପୁର ପୌର ପରିଷଦ ୧୦ ନମ୍ବର ବ୍ୱାର୍ଡ ରାମଜୀ ନଗରରେ ଆଜି ଘଟିଛି ଏଭଳି ଏକ ଘଟଣା । ସୋନପୁର ପଟାଭାଡି ପଟରୁ ରାମଜୀ ନଗରଦେଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଆଜି ପଡାର ଜଣେ ବ୍ୟକ୍ତି ରାସ୍ତାଟି ନିଜ ନାମରେ ଥିବା ଦର୍ଶାଇ ଜେସିବି ସାହାର୍ଯ୍ୟରେ ଖୋଳିଦେଇଛନ୍ତି । ଫଳରେ ପଡାବାସୀଙ୍କ ସମେତ ସେହି ରାସ୍ତାଦେଇ ଯିବା ଆସିବା କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଆଜି ପଡାର ଅନେକ ଲୋକମାନ
Read More News
T & CPrivacy PolicyContact Us