Download Now Banner

This browser does not support the video element.

ଢେଙ୍କାନାଳ ସଦର: ଇଛାପୁର ଗ୍ରାମରେ ଜଣେ ବ୍ୟକ୍ତି ସରକାରୀ ଜମିରେ ଘର କରୁଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

Dhenkanal Sadar, Dhenkanal | Sep 1, 2025
ଢେଙ୍କାନାଳ ଜିଲ୍ଲା ସଦର ବ୍ଲବ କାକୁଡି ଭାଗ ଗ୍ରାମ ପଞ୍ଚାୟତ ଇଛାପୁର ଗ୍ରାମରେ ଜଣେ ବ୍ୟକ୍ତି ଗ୍ରାମ ମଧ୍ୟରେ ଥିବା ସରକାରୀ ଜମିରେ ଘର କରୁଥିବା ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗତ କିଛିଦିନ ହେବ ଗ୍ରାମରେ ଅସନ୍ତୋଷ ଲାଗି ରହିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ପ୍ରତିକିୟାରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us