This browser does not support the video element.
ସୋନପୁର: ଗୋବିନ୍ଦପୁର ଛକରେ ବାଇକ ଦୁର୍ଘଟଣା, ଚାଳକ ଗୁରୁତର ଆହତ , ଡାକ୍ତର ଖାନାରେ ଭର୍ତି
Sonapur, Subarnapur (Sonepur) | Sep 13, 2025
ବିରାମହରାଜପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଛକରେ ବାଇକ ଦୁର୍ଘଟଣା, ଚାଳକ ଗୁରୁତର ଆହତ l l ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ପ୍ରାୟ 7ଟା ସମୟରେ ଜଣେ ବ୍ୟକ୍ତି ବିରାମହରାଜପୁର ରୁ କାମ ସାରି ଫେରୁଥିବା ବେଳେ ଗୋବିନ୍ଦପୁର ଛକରେ ବାଇକ ଭାରସାମ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଘଟଣା ସ୍ଥଳରୁ ୟାଙ୍କୁ 108 ଆମ୍ବୁଲାସ ଯୋଗେ ନେଇ ବିରାମହରାଜପୁର ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଏବଂ ଛାତିରେ ଆଘାତ ଲାଗିଥିବା ଜଣା ପଡିଛି l ତେବେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ବସ୍ତା ସ୍ଥିର ଥିବା ଜଣା ପଡିଛି l