This browser does not support the video element.
ପୁରୀ ମ୍ୟୁନିସିପାଲଟି: ନୀଳାଦ୍ରି ଭକ୍ତ ନିବାସ ରେ ରଥଯାତ୍ରାରେ ରଥ ଶୋଧ ଓ ରଥଟଣା କୁ ସୁନିୟନ୍ତ୍ରିତ ତଥା ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ବୈଠକ l
Puri M, Puri | Jun 24, 2025
ରଥଯାତ୍ରାରେ ରଥ ଶୋଧ ଓ ରଥଟଣା କୁ ସୁନିୟନ୍ତ୍ରିତ ତଥା ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ବୈଠକ ଶେଷ।ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା ବୈଠକ ।ଉପସ୍ଥିତ ଥିଲେ ଜିଲ୍ଲାପାଳ ,ଆରକ୍ଷୀ ଅଧିକ୍ଷକଙ୍କ ସମେତ ରଥ ନିର୍ମାଣ ସେବକ ।ଏଥିସହିତ ପତାକାଧାରୀ ଜେ ଟି ପି ମଧ୍ୟ ଉପସ୍ଥିତ ଥିଲେ ।ରଥ ଅମିନ,ତିନି ରଥ ମୁଖ୍ୟ ମହାରଣା,ତତ୍ତ୍ୱାବଧାରକ ଉପସ୍ଥିତ ଥିଲେ । ରଥରେ ମହାପ୍ରଭୁ ବିଜେ କରିବା ପୂର୍ବରୁ,ରଥ ଚାଲିବା ପରେ,ରଥ ଶ୍ରୀଗୁଣ୍ଡିଚା ପହଞ୍ଚିବା ପରେ ଶୋଧ ଓ ନିୟନ୍ତ୍ରିତ କରିବା ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ l