This browser does not support the video element.
ଭଞ୍ଜନଗର: ଭଞ୍ଜନଗର ବ୍ଳକର ଦଦରାଲୁଣ୍ଡା ଗ୍ରାମ ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 13, 2025
ଭଞ୍ଜନଗର ବ୍ଳକର ଦଦରାଲୁଣ୍ଡା ଗ୍ରାମ ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ଆଜି ଦିନ 11 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଥିବା ବେଳେ ଭଞ୍ଜନଗର ବ୍ଳକ ପ୍ରଶାସନ ଓ ବନ ବିଭାଗ ର ମିଳିତ ଉଦ୍ୟମ ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସମୟରେ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ଭଞ୍ଜନଗର ବ୍ଳକର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।