This browser does not support the video element.
ଭଟଲି: ଭଟଲି ବିଧାୟକ ଙ୍କ କାର୍ଯ୍ୟାଳୟ ରେ ଭଟଲି ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନକଲେ ଶିକ୍ଷକ ମାନେ।
Bhatli, Bargarh (Baragarh) | Sep 2, 2025
ଭଟଲି ରେ ଥିବା ଭଟଲି ବିଧାୟକ ଙ୍କ କାର୍ଯ୍ୟାଳୟ ରେ ଆଜି ଦିନ ୪ଟାରେ ଭଟଲି ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କଲେ ଶିକ୍ଷକ ମାନେ। ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍ ପି ଏସ୍ ଶିକ୍ଷକ ସଂଘ ବରଗଡ ଜିଲ୍ଲା ଶାଖାର ଭଟଲି ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଶ୍ରବଣ ସାହୁ ଓ ଭୁକ୍ତା ଜନତା ହାଇସ୍କୁଲ ର ଶିକ୍ଷକ ସଞ୍ଜୟ ଖମାରୀଙ୍କ ନେତୃତ୍ବରେ ଭଟଲିର ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଭେଟି ଶିକ୍ଷକ ମାନଙ୍କ ଥିବା ବିଭିନ୍ନ ସମସ୍ୟା କୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।