Install App
sushantpattnayak1983
This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା, ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Phulabani Town, Kandhamal | Sep 3, 2025
କନ୍ଧମାଳ ଜିଲ୍ଲାରେ ଆଗାମୀ ୨ ଦିନ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି। ଏନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବୁଧବାର ଅପରାହ୍ନରେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!