This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ଲୁକୁମବେଡା ଗ୍ରାମପଂଚାୟତ ପରିସରରେ ଗ୍ରାମପଂଚାୟତା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Biramitrapur, Sundargarh | Sep 8, 2025
ନୂଆଗାଁ ବ୍ଲକର ଲୁକୁମବେଡା ଗ୍ରାମପଂଚାୟତ ପରିସରରେ ଗ୍ରାମପଂଚାୟତା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆଗାଁ ବି.ଡି.ଓ ଜ୍ୟୋତି ବିକାଶ ଦାଶ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ। ଏଥିରେ ପନ୍ଦରଟି ଅଭିଯୋଗ ସ୍ଥାନ ପାଇଥିଲା। ସେଗୁଡିକ ମଧ୍ୟରୁ ମୁଖ୍ୟତଃ ମୋରମ ରାସ୍ତା, କଲଭଟ,ଡ୍ରେନ ପ୍ରମୁଖ ସମସ୍ୟା ଥିଲା। ଏହାକୁ ସୋନାଲି ସୁସ୍ମିତା ନାଥ ପରିଚାଳନା କରିଥିଲେ।