Download Now Banner

This browser does not support the video element.

ବରଗଡ: ବରାହଗୋଡା କେନାଲ ରାସ୍ତାରେ କାରକୁ ପଛ ପଟୁ ପିଟିଲା ଟ୍ରକ

Bargarh, Bargarh (Baragarh) | Sep 9, 2025
ବରାହଗୋଡ଼ା କେନାଲ ରାସ୍ତାରେ କାରକୁ ପଛ ପଟୁ ପିଟିଲା ଟ୍ରକ | କାର ମାଲିକ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା କାର | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ଝାରସୁଗୁଡାରୁ ଛତିଶଗଡ଼ ଯାଉଥିବା ଏକ କାରକୁ ପଛ ପଟୁ ପିଟିଲା ଟ୍ରକ | ତେବେ ଏହି ଦୁର୍ଘଟଣାରେ କାର ଆଗ ପଟ ଭାଙ୍ଗିଯାଇଥିବା ବେଳେ କାର ଡ୍ରାଇଭର ଓ ତାଙ୍କ ସହ ଥିବା ଯାତ୍ରୀ ଠିକ ଅଛନ୍ତି | ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ | ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read More News
T & CPrivacy PolicyContact Us