Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଭସାଣି ମନା; ଜିଲ୍ଲାପାଳ କଲେ ନିର୍ଦ୍ଦେଶ ଜାରୀ

Baripada M, Mayurbhanj | Aug 28, 2025
ଆଉ ଗଣେଶ ଭସାଣିରେ ଯୋଗ ଦେଇପାରିବେନି ଛାତ୍ରଛାତ୍ରୀ ଏନେଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ ହେମକାନ୍ତ ସୟ। ଗତବର୍ଷ ଭସାଣି ସମୟରେ ୪ ଜଣ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ମିଳିଛି। ତେବେ ଏନେଇ ଗୁରୁବାର ସଂଧ୍ୟା ପ୍ରାୟ ୬ଟାରେ ଏନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us