This browser does not support the video element.
ସୁକିନ୍ଦା: ବାଲିଚନ୍ଦ୍ରପୁର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Sukinda, Jajpur | Sep 10, 2025
ବାଲିଚନ୍ଦ୍ରପୁର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଅପରାହ୍ନ 5 ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଆଗମୀ କାର୍ଯ୍ୟ ପନ୍ଥା ନିମନ୍ତେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ପଞ୍ଚାୟତର ସାଙ୍ଗଠନିକ ସଭାପତି ଓ ଯୁବ,ଛାତ୍ର ସଭାପତି ଓ ଛାମୁଆ କର୍ମକର୍ତ୍ତା ମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ବିଶେଷ ଆଲୋଚନା କରଯାଇଥିଲା ll ବିଜେଡି ନେତା ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।