Download Now Banner

This browser does not support the video element.

ବରଗଡ: ସମତା ଭବନ ଠାରେ ଜୟ କିସାନ ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ

Bargarh, Bargarh (Baragarh) | Aug 30, 2025
ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ସ୍ଥିତ ସମତା ଭବନ ଠାରେ ଜୟ କିସାନ ଆନ୍ଦୋଳନର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସୀମିତ ସମୟସୀମା କାରଣରୁ ଶହ ଶହ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହେବା ସରକାରଙ୍କ ଅପାରଗତା ବୋଲି ବୈଠକରେ କୁହାଯାଇଥିଲା । ଯେଉଁ ଚାଷୀ ପଞ୍ଜିକରଣ କରିପାରି ନାହାଁନ୍ତି ସେମାନେ ସରକାରଙ୍କ ଇନ ପୁଟ ସହାୟତା ରାଶିରୁ ବଞ୍ଚିତ ହେବା ସହିତ ଏମଏସପି ରୁ ମଧ୍ୟ ବଞ୍ଚିତ ହେବେ ।
Read More News
T & CPrivacy PolicyContact Us