Download Now Banner

This browser does not support the video element.

ଧର୍ମଗଡ: ଡୋକାରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀର ଦାୟିତ୍ୱ ହସ୍ତାନ୍ତର ନେଇ ଟଣା ଓଟରା ଘଟଣା, ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତାରେ କୋକସରା ସଭାଗୃହ ରେ ବୈଠକ ।

Dharamgarh, Kalahandi | Sep 10, 2025
କୋକସରା ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ରାମ ନବମୀ ପୂର୍ବରୁ ଥିବା ଉନ୍ନୟନ କମିଟି ଓ ବନ ବିଭାଗ ଦ୍ଵାରା ଅନୁମୋଦିତ ଇଟିଜି କମିଟି ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ର ଦାଇତ୍ୱ ହସ୍ତାନ୍ତର ନେଇ ବିବାଦ ଉପୁଜିଥିଲା। ବୁଧବାର ସକାଳ ୧୧ ଟା ରେ କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଏକ ବୈଠକ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us