This browser does not support the video element.
ପଦ୍ମପୁର: ଅଞ୍ଚଳ ଉଚ୍ଚ ବିଦ୍ୟାଳୟ ଗୌଡ଼ମାଲଠାରେ ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ବିଇଓ ଶୁଭମ କୁମାର ପତି
Padmapur, Bargarh (Baragarh) | Sep 11, 2025
ଆଜି ଗୁରୁବାର ସକାଳ ୧୦ଟା ୩୦ ମିନିଟ ସମୟ ପାଖା ପାଖି ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅଞ୍ଚଳ ଉଚ୍ଚ ବିଦ୍ୟାଳୟ ଗୌଡ଼ମାଲଠାରେ ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଖୋଖୋ, ବ୍ୟାଡମିଣ୍ଟନ,ଯୋଗା ଏବଂ ଚେସ ପାଇଁ ଖେଳାଳୀ ଚୟନ କରାଯାଇଛି।ଏହି କାର୍ଯ୍ୟକ୍ରମ କୁ ଝରବନ୍ଧ ବ୍ଲକ ବିଇଓ ଶୁଭମ କୁମାର ପତି ଉଦଘାଟନ କରିଥିଲେ।ଛାତ୍ରଛାତ୍ରମାନେ ଅତ୍ୟନ୍ତ ଉତ୍ସାହର ସହିତ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।