Download Now Banner

This browser does not support the video element.

ସଦର: ଭବାନୀପାଟଣା ଠାରେ କୁମୁଦ ଡ୍ଯାନ୍ସ ଓ ଫିଟନେସ୍ ଏକାଡେମୀର ଶୁଭାରମ୍ଭ, ଯୋଗଦେଲେ ସ୍ଥାନୀୟ ବିଧାୟକ

Sadar, Kalahandi | Aug 27, 2025
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଭବାନୀପାଟଣା ଠାରେ ନୂତନ କରି କୁମୁଦ ଡ୍ଯାନ୍ସ ଓ ଫିଟନେସ୍ ଏକାଡେମୀର ଶୁଭାରମ୍ଭ ହୋଇଛି ।ବୁଧବାର ପୂର୍ବାହ୍ନରେ ଏଥିରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣା ବିଧାୟକ ସାଗର ଚନ୍ଦ୍ର ଦାସ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି। ଉକ୍ତ ଅନୁଷ୍ଠାନର ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତି ରେ ଶୁଭାରମ୍ଭ କରାଯାଇଛି।
Read More News
T & CPrivacy PolicyContact Us