Download Now Banner

This browser does not support the video element.

ଫୁଲବାଣୀ ସହର: ବରିକିଆ ରିନ୍ଦମାଝୀ ଙ୍କ ଜନ୍ମସ୍ଥାନ କୁ କନ୍ଧମାଳ ଡ୍ରିଷ୍ଟିକ ଅଫିସର ଗସ୍ତ, ମୁଖ୍ୟମନ୍ତ୍ରୀ ଅଡର ରେ ହଇଛା ଗସ୍ତ

Phulabani Town, Kandhamal | Sep 10, 2025
ବାଲିଗୁଡା ବ୍ଲକର ମିଡିଆକିର ବରିକିଆ ଠାରେ ସ୍ୱଧିନତା ସଂଗ୍ରାମୀ ରେଣ୍ଡମାଝୀ ଙ୍କ ଜନ୍ମ ସ୍ଥାନ କୁ ଗସ୍ତ କରିଛନ୍ତି ଡିଷ୍ଟିକ କଲୁଚାର ଅଫିସ଼ର, ପୁର୍ବରୁ ରିଣ୍ଡମାଝୀ ସ୍ମୁଟି କମିଟି ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଧିନତା କର୍ମୀ ରିଣ୍ଡମାଝୀଙ୍କ ଜନ୍ମ ସ୍ଥାନ କୁ ଉନ୍ନତି କରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ, ଆଜି ଡିଷ୍ଟିକ କଲୁଚାର ଅଫିସର ଆସି, ଗ୍ରାମର ବିଭିନ୍ନ ସ୍ଥାନ କୁ ଗସ୍ତ କରିବା ସହ ଆଲଚନା କରିଛନ୍ତି
Read More News
T & CPrivacy PolicyContact Us