Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇରେ ଆତଙ୍କ ,ଦୁଇ ଯୁବକ ଉପରେ ମରଣାତକ ଆକ୍ରମଣ ,ପଟ୍ଟାମୁଣ୍ଡାଇ ଥାନା ଘେରାଉ କରି ପ୍ରତିକ୍ରିୟା ରଖିଲେ ସୁଲତାନ ବିବି

Kendrapara, Kendrapara | Sep 2, 2025
ପଟ୍ଟାମୁଣ୍ଡାଇରେ ଆତଙ୍କ ,ଦୁଇଜଣ ଯୁବକଙ୍କୁ ମରଣାତକ ଆକ୍ରମଣ କଲେ ଦୁର୍ବୃତ୍ତ ,ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ,ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଶତାଧିକ ସଂଖ୍ୟାଲଘୁ ମହିଳା ଘେରିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା
Read More News
T & CPrivacy PolicyContact Us