This browser does not support the video element.
ଦେବଗଡ: ଓସ୍ୱାନ ସମ୍ମିଳନୀ କକ୍ଷରେ ଆଭାସୀ ଜରିଆରେ ‘ଆମ ଶାସନ’ ଯୋଜନାର ଶୁଭାରମ୍ଭ
Debagarh, Debagarh (Deogarh) | Aug 26, 2025
ଦେବଗଡ ଓସ୍ୱାନ ସମ୍ମିଳନୀ କକ୍ଷରେ ଆଭାସୀ ଜରିଆରେ ‘ଆମ ଶାସନ’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜନସେବା ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଠି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ ଆଭାସୀ ଜରିଆରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କର ଯେଉଁ ସେବା ମିଳୁଛି ସେ ସେବା ଲୋକଙ୍କ ପାଖରେ ପହଞ୍ଚିବାକୁ ନେଇ ଜନସେବାରେ ଏକ ନୂତନ ପଦକ୍ଷେପ ନିଆଯାଇଛି ।