Download Now Banner

This browser does not support the video element.

ଧର୍ମଶାଳା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AIUTUC ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Dharmasala, Jajpur | Aug 25, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ସରୁଆବିଲ ଓ କମର୍ଦ୍ଦ ଖଣିରେ ଖଣି ପ୍ରଭାବିତ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଓ ଶ୍ରମିକ ସ୍ବାର୍ଥ ବିରୋଧୀ 4 ଟି ଶ୍ରମ କୋଡ ବାତିଲ କରିବା ସ୍ଥାୟୀ କାମରେ ଅସ୍ଥାୟୀ ନିଯୁକ୍ତି ବନ୍ଦ କରିବା ଦାବିରେ , ପାଚିକା, ଆଶା , ଅଙ୍ଗନୱାଡ଼ି କର୍ମି ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ଦାବିରେ AIUTUC ପକ୍ଷରୁ ସୋମବାର ଦିବା 2 ଘଟିକା ସମୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us