Download Now Banner

This browser does not support the video element.

ଜୁନାଗଡ: ମହାଳିଙ୍ଗ ଠାରେ ମା ଡୁକୁରିବୁଡ଼ି ଙ୍କ ଛତର ଯାତ୍ରା ପାଳିତ

Junagarh, Kalahandi | Oct 1, 2025
ମହାଳିଙ୍ଗ ଠାରେ ମା ଡୁକୁରିବୁଡ଼ି ଙ୍କ ଛତର ଯାତ୍ରା ପାଳିତ ଆଜି 1ତାରିଖ ବୁଧବାର ଅପରାହ୍ନ 5ଟାରେ ମହାଳିଙ୍ଗ ଗ୍ରାମରେ ବହୁ ଆଡମ୍ବର ସହିତ ମା ଡୁକୁରିବୁଡ଼ି ଙ୍କ ଛତର ଯାତ୍ରା ପାଳିତ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରବଳ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି l ମା ଡୁକୁରିବୁଡ଼ି ଙ୍କ ଛତର ସକାଳ 11 ଟାରୁ ବାହାରି ଗ୍ରାମର ସମସ୍ତଙ୍କ ଘର ଘର ବୁଲି ପୂଜା ପାଇଥିଲେ । ପୂର୍ବପୁରୁଷମାନଙ୍କ କହିବା ଅନୁଯାଇ ଦେବୀଙ୍କୁ ବନ୍ଦାପଣା କରି ନିଜ ନିଜର ଦୁଃଖ ଜଣାଇଲେ ସମସ୍ତ ଭକ୍ତ ବୃଦ୍ଧଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ରୁଣ୍ଡ ହୋଇଥିଲେ
Read More News
T & CPrivacy PolicyContact Us