Download Now Banner

This browser does not support the video element.

ଭଞ୍ଜନଗର: ଅଢେ଼ଇଗାଁ ରେ ଅଯୋଗ୍ୟ ଙ୍କ ହାତରେ ରାସନ କାର୍ଡ, ଯୋଗ୍ୟ ଙ୍କୁ ମିଳୁନି # jansamasya

Bhanjanagar, Ganjam | May 28, 2025
ଗରିବ ସୀମାରେଖା ତଳେ ରହୁଥିବା ପରିବାର ମାନଙ୍କ ପାଇଁ ସରକାରଙ୍କ ରାସନ କାର୍ଡ ଵ୍ୟଵସ୍ଥା ହୋଇଛି ହେଲେ ପ୍ରକୃତ ପାଇବା ଯୋଗ୍ୟ ହିତାଧିକାରୀ ଙ୍କୁ ଆଜିପର୍ଯ୍ୟନ୍ତ କାର୍ଡ ଟିଏ ମିଳିପାରିନାହିଁ । ଜଗନ୍ନାଥପ୍ରସାଦ ବ୍ଲକ ଅଢେ଼ଇ ଗାଁ ର ରଙ୍କନିଧି ବିଷୋୟୀ ଙ୍କ ପରିବାର କୁ ମିଳିପାରୁନି ରାସନ କାର୍ଡ ଟିଏ । ରଂକନିଧିଙ୍କ ପରିବାର କହିଲେ ପତ୍ନୀ ସୁନିତା ତିନି ପୁଅ ଓ ଗୋଟିଏ ଝିଅ କୁ ନେଇ ୬ ଜଣ ପରିବାର । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ । ପଲିଥିନ ଟଣା ଏକ କୁଡ଼ିଆ ଭିତରେ ରହୁଛନ୍ତି ପରିବାର । ରଙ୍କନିଧି ମୂଲ
Read More News
T & CPrivacy PolicyContact Us