Download Now Banner

This browser does not support the video element.

ବଲାଙ୍ଗୀର: ଅଘରୀଆ ଭବନ କନ୍ଦପାଲି ଠାରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓଡିଶା ପକ୍ଷରୁ କଳା ଦିବସ ପାଳନ କରି ରଖିଲେ ପ୍ରତିକ୍ରିୟା

Balangir, Balangir | Sep 5, 2025
ଭୁବନେଶ୍ୱରରେ ଓଡ଼ିଶା ଷ୍ଟେଟ ନନ୍-ଗଭର୍ମେଣ୍ଟ ଲେକଚର୍ ଏବଂ କର୍ମଚାରୀ ସଂଘର ଆହ୍ୱାନରେ ଆଜି କଳାଦିବସ ପାଳନ କରାଯାଇଛି. କର୍ମଚାରୀଙ୍କୁ ଅନ୍ୟାୟ ହୋଇଥିବା ଦାବିରେ ଏହି ପ୍ରତିବାଦ କରାଯାଇଥିଲା। ସେମାନେ କାର୍ଯ୍ୟବନ୍ଧ ଆନ୍ଦୋଳନ ଜାରି ରଖିବାକୁ ସଚେତନ କରିଛନ୍ତି।
Read More News
T & CPrivacy PolicyContact Us