Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ପୌରପାଳିକା କାର୍ଯ୍ୟାଳୟ ରେ ଗରିମା କାର୍ଯ୍ୟକ୍ରମ ଅନୁଷ୍ଠିତ

Baleshwar M, Balasore | Aug 26, 2025
ବାଲେଶ୍ଵର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଗରିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ପୌରଧ୍ୟକ୍ଷା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସ୍ୱଚ୍ଚ କର୍ମଚାରୀଙ୍କୁ ପୁଷ୍ପବୃଷ୍ଟି କରି ସମ୍ମାନ ଜଣାଯାଇଥିଲା।
Read More News
T & CPrivacy PolicyContact Us