This browser does not support the video element.
ହିନ୍ଦୋଳ: ସାତମାଇଲ ନିକଟରେ ହାତୀ ଭାଙ୍ଗିଲା ଅଟୋ ଅଳ୍ପକେ ବଞ୍ଚିଲେ ଲୋକ
Hindol, Dhenkanal | Aug 31, 2025
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏକ ହାତୀ ପ୍ରବଣ ଏରିଆ ଭାବେ ବେସ ଜଣାଶୁଣା । ହାତୀ ମଣିଷ ଲଢେଇରେ ବହୁଧନ ଜୀବନ ନଷ୍ଟ ହେଉଛି । ଏହି ଅଟେ।ଟିକୁ ଦେଖନ୍ତୁ । ହାତୀର ଆକ୍ରମଣରେ ଅଟୋଟି ଭାଙ୍ଗିଯାଇଛି । ଗତ ରାତିରେ ସାତମାଇଲ ନିକଟରେ ଥିବା OD18 ହୋଟେଲରେ ଗାଡି ରଖି କିଛି ଲୋକ ଖାଇବାକୁ ଯାଇଥିବାବେଳେ ହଠାତ ହାତୀପଲ ଆସି ଅଟୋଟିକୁ ଭାଙ୍ଗି ଦେଇଛନ୍ତି।