Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ଅଂଚଳରେ ପାଳିତ ହେଲା ରାଧା ଅଷ୍ଟମୀ

Dabugan, Nabarangpur | Aug 31, 2025
ଡାବୁଗାଁ ଅଂଚଳରେ ପାଳିତ ହେଲା ରାଧା ଅଷ୍ଟମୀ। ସୂଚନା ଯୋଗ୍ୟ ଆଜି ହେଉଛି ରାଧା ଅଷ୍ଟମୀ ଏହି ଅବସରରେ ସଖାଳ 11 ଘଣ୍ଟା ସମୟରେ ଡାବୁଗାଁ ସଦର ମହକୁମାରେ ପାଳିତ ହେଲା ରାଧା ଅଷ୍ଟମୀ ଅଭଳି ଆଜି ସ୍ଥାନୀୟ ଅଞ୍ଚଳର ରାଧାକୃଷ୍ଣ ମନ୍ଦିର ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଳିତ ହେଲେ ରାଧା ଅଷ୍ଟମୀ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବିବାହିତ ନରି ମାନେ ଏବଂ କୁଆଁରୀ କନ୍ୟା ମାନେ ପାଳିଲେ ରାଧା ଅଷ୍ଟମୀ
Read More News
T & CPrivacy PolicyContact Us