Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜେଇଙ୍କ ନାମରେ ଅଭିଯୋଗକଲେ ପୂର୍ବତନ କାଉନସିଲର

Dhenkanal Sadar, Dhenkanal | Sep 10, 2025
ଢେଙ୍କାନାଳ PWDରେ ଜଣେ ଜେଇ ଦିର୍ଘବର୍ଷ ହେବ ରହି ଆସିବା ସହିତ ତାଙ୍କର ବିଭିନ୍ନ କାମ ନିମ୍ନମାନର ବୋଲି ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜେଇଙ୍କ ନାମରେ ଅଭିଯୋଗକରିଛନ୍ତି ଜଣେ ପୂର୍ବତନ କାଉନସିଲର । ସେ ପ୍ରତିକ୍ରିୟାରେ ଯାହା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us