This browser does not support the video element.
ନୂଆପଡା: ବୋଡ଼େନ ନିକଟରେ ବିଜୁ ଏକ୍ସପ୍ରେସ ୱେ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର
Nuapada, Nuapada | Aug 30, 2025
ଆଜି ଅପରାହ୍ନ ତିନିଟା ସମୟରେ ଜଣେ ବ୍ୟକ୍ତି ବାଇକରେ ଯାଉଥିଲା ବେଳେ ବୋଡ଼େନ ନିକଟରେ ବିଜୁ ଏକ୍ସପ୍ରେସ ୱେ ଉପରେ ଅନ୍ୟ ଏକ ବାଇକ୍ ଧକ୍କାରେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ ସେଠାରୁ ତାଙ୍କୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।