Download Now Banner

This browser does not support the video element.

ଯଶିପୁର: ଯଶିପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମା ଦୁର୍ଗାଙ୍କ ନବମୀ ପୂଜାରେ ଦର୍ଶନ କଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ

Jashipur, Mayurbhanj | Oct 1, 2025
ବୁଧବାର ଦିନ ପବିତ୍ର ନବମୀ ଅବସରରେ ଯଶିପୁର ବିଧାନସଭା ଅନ୍ତର୍ଗତ ପୁରୁଣା ବଜାର, ପଦ୍ମପୁର, ଧୋବାଡିହା, ଭଞ୍ଜକିଆ, ଇଟିଘର, ରରୁଆଁ, ଘାଗରବେଡା ଓ ଟାଙ୍ଗିଆ ଠାରେ ଆୟୋଜିତ ଦୁର୍ଗା ପୂଜା ମଣ୍ଡପ ଗୁଡିକରେ ମା' ଦୁର୍ଗାଙ୍କ ଦର୍ଶନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Read More News
T & CPrivacy PolicyContact Us