Download Now Banner

This browser does not support the video element.

ବୀରମହାରାଜପୁର: ମହାଦେବପାଲି ଧାନ ମଣ୍ଡିକୁ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ

Biramaharajpur, Subarnapur (Sonepur) | Jun 9, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ଧନମଣ୍ଡିକୁ ଆଜି ସକାଳ 8ଟା 30ମିନିଟ ସମୟରେ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ l ଏହି ଅବସରେ ଶ୍ରୀଯୁକ୍ତ ସାହୁ ଶ୍ରୀ ରଘୁନାଥ ଏସଏଚଜି ଏବଂ ଚାଷୀ ମାନଙ୍କ ସୁବିଧା ଆଉବିଧା ବିଷୟରେ ପଚାରି ବୁଝିଥିଲେ l ତେବେ ମିଲର ଠିକ ସମୟରେ ଆସୁନାହିଁ ଏବଂ ଭଲ ବସ୍ତା ମିଳୁନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ l ଚାଷୀଙ୍କ ସମସ୍ୟା କୁ ଗୁରୁତର ସହ ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଶ୍ରୀଯୁକ୍ତ ସାହୁଙ୍କ ଗସ୍ତ ସମୟରେ ନୋଡାଲ ଅଫିସର ଶିବରାମ ମିଶ୍ର, ଜିଲ୍ଲା ବିଜେପି କୃଷକ ମୋର୍ଚା ଶିବରାଜ ବେହେରା ଙ୍କ ସମ
Read More News
T & CPrivacy PolicyContact Us