Download Now Banner

This browser does not support the video element.

ଅତାବିରା: ଅତାବିରା ବ୍ଲକ ଅଂଚଳରେ ନୂଆଁଖାଇ ପର୍ବ ପାଳିତ

Attabira, Bargarh (Baragarh) | Aug 28, 2025
ଆଜି ଗୁରୁବାର ଦିନ ଅତାବିରା ବ୍ଲକ ଅଂଚଲରେ ପାରମ୍ପରିକ ରିତିନୀତି ଅନୁସାରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି |ଇଷ୍ଟଦେବୀକୁ ପୂଜାର୍ଚ୍ଚନା କଲାପରେ ପରିବାରର ସମସ୍ତେ ମିଶି ନୂଆଁ ଖାଇଥିଲେ |
Read More News
T & CPrivacy PolicyContact Us