Download Now Banner

This browser does not support the video element.

ନାଲକୋ: ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

Nalco, Angul | Apr 13, 2024
ଜିଲ୍ଲାପାଳ ଶନିବାର ପୂର୍ବାହ୍ନରେ ଆଠମଲ୍ଲିକରେ ପହଞ୍ଚି ସେଠାରେ ଥିବା ବହୁ ମତଦାନ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଛନ୍ତି। ବୁଥ୍ ଗୁଡିକରେ ପହଞ୍ଚି ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକେ ଧାଡ଼ି ବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us