Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଭିଡିଓରେ ନାବାଳକ ରାସ୍ତା ମଝିରେ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଉଛି, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l

Puri M, Puri | Sep 13, 2025
ପୁରୀରେ ଯୁବପିଢିଙ୍କ ବିପଦଜନକ ରିଲ୍ଲସ ନିଶା l ସୋସିଆଲ ମିଡିଆରେ ନିୟମିତ ଅନେକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ସେ ସବୁ ଷ୍ଟଣ୍ଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି l ନାବାଳକ ଏପରି ଗାଡିରେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରିବା ନିଜ ଜୀବନ ସହ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇ ପାରେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ କିଛିଦିନ ପୂର୍ବରୁ ଜଣେ ଯୁବକ ବୁଲେଟ୍ ରେ ଷ୍ଟଣ୍ଟ୍ କରିବାରୁ ତାଙ୍କୁ ପୁରୀ RTO 13 ହଜାର ଟଙ୍କାର ଜୋରିମାନା ପକାଇଥିବା ବେଳେ ସ୍କୁଟିରେ ଷ୍ଟଣ୍ଟ୍ କରୁଥିବା ଯୁବକଙ୍କ ଉପରେ ପରିବହନ ବିଭାଗ କଣ ଆକ୍ସନ l
Read More News
T & CPrivacy PolicyContact Us